Latest Odisha News

BREAKING NEWS

Browsing Tag

FANI

ସାମୁଦ୍ରିକ ଝଡ ‘ଫନି’ର ପ୍ରଭାବ ‘ତିତଲି’ଠୁ ଅଧିକ ଭୟଙ୍କର ହେବ : ପାଣିପାଗ ବିଭାଗ

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଏକ୍ସଟ୍ରିମଲି୍ ସାଇକ୍ଲୋନିକ୍ ଷ୍ଟ୍ରମ୍ ରୂପ ନେଇ ଓଡିଶା ଉପକୂଳର ନିକଟବର୍ତ୍ତୀ ହେଉଥିବା ବେଳେ ଏହା ‘ତିତଲି’ ବାତ୍ୟା ଠାରୁ ଅଧିକ ଭୟଙ୍କର ହେବ ବୋଲି ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପାଣିପାଗ…

ଗୋପାଳପୁର ଓ ଚାନ୍ଦବାଲି ଦେଇ ମେ’ ୩ରେ ଅତିକ୍ରମ କରିବ ସାମୁଦ୍ରିକ ଝଡ ‘ଫନି’

ଭୁବନେଶ୍ୱର : ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମରେ ସୃଷ୍ଟ ଅତି ଭୟଙ୍କର ସାମୁଦ୍ରିକ ଝଡ ଫନି ଧିରେଧିରେ ଓଡିଶା ନିକଟତର ହେବାରେ ଲାଗିଛି । ଏହା ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୪ କିମି. ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତିକରି ବୁଧବାର ସକାଳ ୮.୩୦ ସୁଦ୍ଧା ୧୪.୧ ଡିଗ୍ରୀ ଉତ୍ତର ଅକ୍ଷାଂଶ…

ସାମୁଦ୍ରିକ ଝଡ ‘ଫନି’: ତୁରନ୍ତ ପୁରୀ ଛାଡିବାକୁ ପର୍ଯ୍ୟଟକମାନଙ୍କୁ ପରାମର୍ଶ

ପୁରୀ : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ରୂପ ନେଇ ଓଡିଶା ଉପକୂଳକୁ ମାଡି ଆସୁଥିବା ବେଳେ ବୁଧବାର ଦିନ ରାଜ୍ୟ ସରକାର ସମସ୍ତ ପର୍ଯ୍ୟଟକମାନଙ୍କୁ ପୁରୀ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଝଡ ଓଡିଶା ଉପକୂଳବର୍ତ୍ତୀ ଅଞ୍ଚଳକୁ ଅଧିକ ପ୍ରଭାବିତ କରିବା ଆଶଙ୍କା ରହିଥିବାରୁ…

ସାମୁଦ୍ରିକ ଝଡ ‘ଫନି’: ହାଇ ଆଲର୍ଟରେ ଭାରତୀୟ ନୌସେନା

ଭୁବନେଶ୍ୱର : ଦକ୍ଷିଣପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିତ ସାମୁଦ୍ରିକ ଝଡ ଫନୀ ଘନିଭୂତ ହୋଇ ଏକ ଅତି ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇଛି । ଏହା ସୋମବାର ସକାଳ ୫.୩୦ ସୁଦ୍ଧା ଚେନ୍ନାଇର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୭୭୦ କିଲୋମିଟର ଦୂରତାରେ ରହିଥିଲା । ଏନେଇ…