Latest Odisha News

BREAKING NEWS

Browsing Tag

farmer drowned while bathing

ଗାଧୋଇବା ବେଳେ ଭାସିଗଲେ ଚାଷୀ

କେନ୍ଦୁଝର : କେନ୍ଦୁଝରରେ ଅଭାବନୀୟ ଘଟଣା । ତେଲକୋଇର ଟୁଙ୍ଗୁରୁବାହାଳୀରେ ପାଣିରେ ଭାସିଗଲେ ଚାଷୀ । ଚାଷ କାମ ସାରି ଚାଷୀ ଜଣକ ଗାଧୋଉଥିବା ବେଳେ ପାଣିରେ ଭାସି ଯାଇଥିଲେ । ଭାସିଯାଇଥିବା ଚାଷୀ ଜଣକ ହେଲେ ଟୁଙ୍ଗୁରୁବାହାଳି ଗାଁର ଦ୍ବାନ ଦଣ୍ଡପାଟ । ଖବର ପାଇ ଅଗ୍ନିଶମ ବାହିନୀ ବହୁ ଖୋଜା…