Latest Odisha News

BREAKING NEWS

Browsing Tag

farmer suicide

ଗଞ୍ଜାମରେ ଚାଷୀ ଆତ୍ମହତ୍ୟା; ପାରିବାରିକ ଝଗଡ଼ା କହିଲେ ଗ୍ରାମବାସୀ

ବ୍ରହ୍ମପୁର:ଲଗାଣ ବର୍ଷାରେ ଫସଲ କ୍ଷତି ହେବା ପରେ କୀଟନାଶକ ପିଇ ଦେଇଥିବା ଗଞ୍ଜାମ ଜିଲାର ଜଣେ ଚାଷୀଙ୍କ ଶନିବାର ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ହେଲେ ପୋଲସରା ବ୍ଲକ ପାତାଳସିଙ୍ଗି ଗ୍ରାମର ଚାଷୀ ରମେଶ ରାହା(୫୬)। ଗତ ରମେଶଙ୍କ ଫସଲ ନଷ୍ଟ ହୋଇଯାଇଥିଲା । ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କରୁ…

ଫସଲ ନଷ୍ଟ ହେବାରୁ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ

ବ୍ରହ୍ମପୁର: ଚାଷୀଙ୍କ ପାଇଁ ଦୁଃଖର କାରଣ ସାଜିଲା ଜୱାଦ । ବାତ୍ୟାରେ ଫସଲ ନଷ୍ଟ ହୋଇଯିବାରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହିଭଳି ଅଘଟଣ ଘଟିଛି ଗଞ୍ଜାମ ଜିଲ୍ଲା ତୁରୁବୁଡ଼ି ପଞ୍ଚାୟତର ଉଲୁମ ଗାଁରେ । ମୃତ ଚାଷୀ ଜଣକ ହେଲେ କୈଳାସ ଶବର । କୈଳାସ ୨ ଏକର ଜମିକୁ ଭାଗରେ…

ଋଣ ସୁଝିନପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ

ସମ୍ବଲୁପର: ସମ୍ବଲପୁର ବୁର୍ଲା ଥାନା କୁଦ-ଗୁଣ୍ଡେରପୁରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ । ଚାଷୀ ଜଣଙ୍କ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ କୁଦ ଗୁଣ୍ଡେରପୁର କୈବଲ୍ୟ ରୋହିଦାସ ବୋଲି ଜଣାପଡିଛି । ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସେ ମାନସିକ ଚାପରେ ଥିଲେ।…

ପୁଣି ଚାଷୀ ଆତ୍ମହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବରକନି ଅଞ୍ଚଳରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଘଟଣା ସମ୍ନାକୁ ଆସିଛି। ଫସଲ ନଷ୍ଟ କାରଣରୁ ଶୁକ୍ରବାର ଦିନ ଚାଷୀ ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ ଚାଷୀଙ୍କ ନାମ ଭକ୍ତଭାନୁ ଦଣ୍ଡସେନ । ମିଳିଥିବା ସୂଚନା ଅନୁସାରେ ମୌସୁମୀ ବର୍ଷା ସଠିକ ପରିମାଣରେ…