Latest Odisha News
Browsing Tag

Fever creates havoc: Over 100 deaths in five states

୫ ରାଜ୍ୟରେ ଜ୍ୱର ଆତଙ୍କ; ମଧ୍ୟପ୍ରଦେଶରେ ସର୍ବାଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାର କୋପ ନ ଥମୁଣୁ ଦେଶର ଅନେକ ରାଜ୍ୟରେ ଲୋକେ ଉଚ୍ଚ ଜ୍ୱରରେ ଆକ୍ରାନ୍ତ ଦେଖିବାକୁ ମିଳିଛି। ଗତ ଏକ ମାସ ମଧ୍ୟରେ ଉତ୍ତର ଏବଂ ପୂର୍ବ ଭାରତର ପାଞ୍ଚଟି ରାଜ୍ୟରେ ଅଧିକ ଜ୍ୱର ହେତୁ ପ୍ରାୟ ୧୦୦ ଲୋକଙ୍କର ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶରେ ୩୦୦୦ ଜ୍ୱର ମାମଲା ସାମ୍‌ନାକୁ ଆସିଛି…