Latest Odisha News

BREAKING NEWS

Browsing Tag

fined

କ୍ରିମ୍ ଲଗାଇବା ପରେ ବି ହେଲେନି ଗୋରା, କମ୍ପାନୀକୁ ୧୫ ଲକ୍ଷ ଫାଇନ

ନୂଆଦିଲ୍ଲୀ: କ୍ରିମ୍ ଲଗାଇବା ପରେ ବି ହେଲେନି ଗୋରା, କମ୍ପାନୀ ଦେବ ଜୋରିମାନା। ୨୦୧୩ର ଏଭଳି ଏକ ମାମଲାରେ ଦିଲ୍ଲୀର କଞ୍ଜ୍ୟୁମର କୋର୍ଟ ଇମାମି ଲିମିଟେଡ ଉପରେ ୧୫ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି। ଜଣେ ଯୁବକ ଗୋରା ହେବା ପାଇଁ ୭୯ ଟଙ୍କାର ଇମାମି ଫେୟାର ଏବଂ ହ୍ୟାଣ୍ଡସମ କ୍ରିମ୍…

୧୬ ଟଙ୍କାର ବ୍ୟାଗ୍ ପାଇଁ ଭରିବେ ୩୩ ହଜାର ଟଙ୍କାର ଜୋରିମାନା

ବଲାଙ୍ଗୀର: ବାଲାଙ୍ଗୀରର‌େ ଜଣେ ଗ୍ରାହକଙ୍କ ଠାରୁ ବ୍ୟାଗ ପାଇଁ ୧୬ ଟଙ୍କା ଆଦାୟ ଅଭିଯୋଗରେ ଏକ ସପିଂ ମଲ ଉପରେ ୩୩ ହଜାର ଟଙ୍କା ଜୋରିମାନା କରାଯାଇଛି। ସୂଚନାନୁସାରେ, ମଲ୍‌ରେ କିଛି ଜିନିଷ କିଣିବା ପରେ ଗ୍ରାହକଙ୍କୁ ବ୍ୟାଗ ପାଇଁ ୧୬ ଟଙ୍କା ଚାର୍ଜ କରିଥିଲା ଏହି ସପିଂ ମଲ୍। ଏହି ଘଟଣାରେ…

ଶ୍ରେୟସ ଆୟାରଙ୍କୁ ୧୨ ଲକ୍ଷ ଟଙ୍କା ଫାଇନ୍

ଦୁବାଇ: ଆଇପିଏଲର୍ ପ୍ରଥମ ପରାଜୟ ବରଣ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଗତକାଲି ସନରାଇଜର୍ସ ହାଇଦ୍ରାବାଦଠାରୁ ଦଳ ହାରିଛି । ଏହାସହ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଶ୍ରେୟସ ଆୟାରଙ୍କୁ ଲାଗିଛି ଡବଲ୍ ଝଟକା । ପ୍ରଥମେ ମ୍ୟାଚ୍ ହାରିଥିଲେ । ଏହାପରେ ଶ୍ରେୟସ ଆୟାରଙ୍କ ଉପରେ ପଡିଛି ଫାଇନ୍ ।…

୨ କିଲୋ ବାଲି ପାଇଁ ୮୬ ହଜାର ଟଙ୍କା, ୬ ବର୍ଷ ସଶ୍ରମ କାରାଦଣ୍ଡ !

ଭୁବନେଶ୍ୱର: ୮୬ ହଜାର ଟଙ୍କା । କାହା ପାଇଁ କମ୍‌, କାହା ପାଇଁ ଅଧିକ । ହେଲେ ଜରିମାନା ଲାଗିଲେ ଏହି ଅର୍ଥ ଅତ୍ୟଧିକ ବୋଧ ହୁଏ । ସାମାନ୍ୟ ବାଲି ପାଇଁ ଯଦି ମୋଟା ଅଙ୍କର ଜରିମାନା ଓ ଜେଲ ଦଣ୍ଡାଦେଶ ମିଳେ, ତେବେ କ’ଣ କରିବେ ଆପଣ ? ଇଟାଲୀରେ ସାମ୍ନାକୁ ଆସିଛି ଏପରି ଏକ ଅଜବ ଘଟଣା ।…