ରାଉରକେଲା ଷ୍ଟିଲ ପ୍ଲାଣ୍ଚରେ ଅଗ୍ନିକାଣ୍ଡ
ରାଉରକେଲା: ବିଳମ୍ବିତ ରାତିରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ହୋଇଛି । ଆରଏସପିର SMS-୨ରେ ସ୍ଲାଗ ବଏଲର ଫାଟି ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ସ୍ଲାଗ ବଏଲର କଣ୍ଟ୍ରୋଲ ରୁମ୍ର ଅନେକ ଯନ୍ତ୍ରପାତି, ବିଦ୍ୟୁତ୍ ସରଞ୍ଜାମ ପୋଡ଼ି ଯାଇଛି । ତେବେ ଏଥିରେ କୌଣସି କର୍ମଚାରୀଙ୍କର କିଛି…