ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ
ମୁମ୍ୱାଇ: ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ । ମୁମ୍ୱାଇର ନାଗପଡ଼ା ଅଞ୍ଚଳରେ ଥିବା ମଲରେ ଲାଗିଥିଲା ନିଆଁ । ଗତକାଲି ରାତିରୁ ହଠାତ୍ ମୁମ୍ୱାଇର ସିଟି ସେଣ୍ଟ୍ରାଲ ମଲରେ ଅଗ୍ନିକାଣ୍ଡ ହୋଇଥିଲା । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଟିମ୍ । ଆଜି ସକାଳ ନିଆଁ ଆୟତ୍ତ କରାଯାଇଛି…