Latest Odisha News

BREAKING NEWS

Browsing Tag

Fisherman

୯୦୦ ମତ୍ସ୍ୟଜୀବୀଙ୍କ ନାଁରେ ଜାଲିଆତି ଅଭିଯୋଗ

ପୁରୀ: ମତ୍ସ୍ୟଜୀବୀଙ୍କ ନାଁରେ ଜାଲିଆତି । ଡଙ୍ଗା, ଇଞ୍ଜିନ୍, ଜାଲ ଆଦି କିଣିବା ପାଇଁ ଋଣ କରାଯାଇଛି ହେଲେ ମତ୍ସ୍ୟଜୀବୀ କିଛି ଜାଣି ନାହାନ୍ତି । ୨୦୧୩ ମସିହାରୁ ଏଭଳି ହୋଇଥିବା ଅଭିଯୋଗ କରିଛି ସାଗରପୁତ୍ର ମତ୍ସ୍ୟଜୀବୀ ସୋସାଇଟି । ପ୍ରାୟ ୯୦୦ ମତ୍ସ୍ୟଜୀବୀଙ୍କ ନାଁରେ ଏଭଳି ଋଣ ଜାଲିଆତି…

ସମୁଦ୍ର ମଝିରୁ ଉଦ୍ଧାର ହେଲେ ୨୦ ବାଂଲାଦେଶୀ ମତ୍ସ୍ୟଜୀବୀ

ପାରାଦୀପ : ଦୀର୍ଘ ୨୦ ଦିନ ହେଲା ବାଟବଣା ହୋଇ ଫସି ରହିଥିବା ୨୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି ପାରାଦୀପର ମତ୍ସ୍ୟଜୀବୀ । ମାଛ ମାରିବାକୁ ଗତ ୭ ତାରିଖରେ ବାଂଲାଦେଶର ଭୋଲାବୋରିସାଲ ଜିଲ୍ଲାର ଚର୍ଚ୍ଚ ଫେସନ ମାଛଧରା ଘାଟରୁ ବାହାରିଥିଲେ ମତ୍ସ୍ୟଜୀବୀ । ହେଲେ ବାତ୍ୟାର…

ଜାଲରେ ପଡିଲା ରକେଟ୍‌ !

ସୋର: ମାଛ ଜାଲରେ ପଡିଲା ରକେଟ୍ । ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ମାଛ ବଦଳରେ ରକେଟ୍ ଜାଲରେ ପଡିଯାଇଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଖରାସାହାପୁର ପଞ୍ଚାୟତର ପଞ୍ଚୁବିସା ନଦୀ ପଥ ଦେଇ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ…

ପାରାଦୀପରେ ଟ୍ରଲର ବୁଡି ୪ ନିଖୋଜ

ଭୁବନେଶ୍ୱର: ପାରାଦୀପର ଗଭୀର ସମୁଦ୍ରରେ ଟ୍ରଲର ବୁଡି ଯିବାରୁ ୪ ଜଣ ମତ୍ସଜୀବୀ ନିଖୋଜ ହୋଇ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ପ୍ରାୟ ୯ ଜଣ ମତ୍ସଜୀବୀ ଏକ ଟ୍ରଲରରେ ଯାଉଥିବା ବେଳେ କୌଣସି କାରଣବଶତଃ ଟ୍ରଲରଟି ଏମଭି ବ୍ଲାକ୍ ରୋଜ୍ ସହ ଧକ୍କା…

ମହାନଦୀରେ ବୁଡ଼ିଗଲା ମାଛଧରା ଡଙ୍ଗା; ୨ ମୃତ, ୧୩ ଧୀବରଙ୍କ ଜୀବନ ବଞ୍ଚାଇଲେ ଯୁବକ !

ପାରାଦୀପ: ପାରାଦୀପ ନିକଟବର୍ତ୍ତୀ ମହାନଦୀରେ ଏକ ମାଛଧରା ଡଙ୍ଗା ବୁଡ଼ିଯିବା ଫଳରେ ୨ଜଣ ଧୀବରଙ୍କ ମୃତ୍ୟୁ ଘଟିଛି । ‘ମା କାଳୀ’ ନାମକ ଡଙ୍ଗାରେ ୧୫ଜଣ ଧୀବର ରହିଥିଲେ । ମିଳିଥିବା ସୂଚନାନୁଯାୟୀ, ମହାନଦୀର ଗଭୀର ସ୍ରୋତରେ ଡଙ୍ଗାଟି ବୁଡ଼ିଯାଇଥିଲା । ମୃତକ ଧୀବରମାନେ ହେଲେ ପାରାଦୀପ ଆଦର୍ଶ…