ଚୋରି ଗହଣା ପିନ୍ଧାଇ ଧରାପଡିଲା ଚୋର !
ତେଲେଙ୍ଗାନା: ସଫଳ ହୋଇଥିଲା ଚୋରି ଉଦ୍ୟମ । ଚୋର ହାତରେ ପଡିଥିଲା ମୂଲ୍ୟବାନ ଗହଣା । କିଏ ଓ କେମିତି ଚୋରି କରିଥିଲା ପୋଲିସ ଟେର୍ ବି ପାଇନଥିଲା । ହେଲେ ଶେଷରେ ଚୋରି ଗହଣାକୁ ପିନ୍ଧିବା ପରେ ଧରାପଡିଥିଲା ଚୋର ।
ହାଇଦ୍ରାବାଦରେ ଏକ ହ୍ୱାଟ୍ସଆପ୍ ଷ୍ଟାଟସ୍ ଫଟୋକୁ ଦେଖି ଜଣେ ମହିଳା ନିଜ…