Latest Odisha News
Browsing Tag

flipkart

ମାସିକ ୨,୮୧୦ ଟଙ୍କା ଖର୍ଚ୍ଚରେ ମିଳିବ ଆଇଫୋନ16 

ନୂଆଦିଲ୍ଲୀ: ଆଇଫୋନ୍ କ୍ରେଜ୍ ଆଜିକାଲିର ଯୁବପିଢି ମଧ୍ୟରେ ରହିଛି । ତେବେ କମ୍ ମୂଲ୍ୟରେ ଆଇଫୋନ16  କିଣିବା ପାଇଁ ଆପଣଙ୍କୁ ଏକ ଭଲ ସୁଯୋଗ ମିଳିଛି । ଏକାଥରକେ ସମ୍ପୂର୍ଣ୍ଣ ମୂଲ୍ୟ ଦେବାର ଟେନସନ ବି ରହିବ ନାହିଁ । ଆପଣ ଏହି ସ୍ମାର୍ଟଫୋନ୍ ଇଏମଆଇରେ କିଣି ପାରିବେ । ଆପଣ ଆମାଜନ-ଫ୍ଲିପକାର୍ଟ…

ସ୍ବାମୀ ମାନଙ୍କୁ ଅଳସୁଆ ଓ ବୋକା କହି କ୍ଷମା ମାଗିଲା ଫ୍ଲିପକାର୍ଟ

ନୂଆଦିଲ୍ଲୀ: ଲୋକପ୍ରିୟ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟରେ ଏବେ 'ବିଗ୍-ବିଲିୟନ ଡେ ସେଲ୍' ଅଫର ଚାଲିଛି। କମ୍ପାନୀ ଏହି ବିକ୍ରୟକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଅନଲାଇନରେ ଅନେକ ବିଜ୍ଞାପନ ଭିଡିଓ ମଧ୍ୟ ସେୟାର କରିଥିଲା। ଏହାରି ମଧ୍ୟରେ ଗୋଟିଏ ବିଜ୍ଞାପନ ପାଇଁ କିନ୍ତୁ କମ୍ପାନୀକୁ କ୍ଷମା…

୩୯ ଲକ୍ଷ ହଡ଼ପ ଅଭିଯୋଗରେ ବନ୍ଧା ହେଲେ ଫ୍ଲିପକାର୍ଟର ୩ କର୍ମଚାରୀ

ବୌଦ୍ଧ: ବନ୍ଧା ହେଲେ ଫ୍ଲିପକାର୍ଟର ୩ କର୍ମଚାରୀ । ପ୍ରାୟ ୩୯ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ବୌଦ୍ଧ ଜିଲ୍ଲା ପୋଲିସ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି । ଏନେଇ ବୌଦ୍ଧ ଏସପି ରାଜ ପ୍ରସାଦ କହିଛନ୍ତି, ୩ ଜଣ କର୍ମଚାରୀ ହବରେ କାମ କରୁଥିବା ବେଳେ ବିଭିନ୍ନ…

ଫ୍ଲିପକାର୍ଟ ଓ ଆମାଜନକୁ ମହିଳା କମିଶନଙ୍କ ନୋଟିସ୍

ନୂଆଦିଲ୍ଲୀ: ଅନଲାଇନରେ ଏସିଡ୍ ବିକ୍ରି ନିଷେଧ ରହିଛି । ତଥାପି ଇ କମର୍ସ ସଂସ୍ଥା ଅନଲାଇନରେ ଏହି ଜୀବନହାନି କାରକ ଏସିଡକୁ ବେଧଡ଼କ ବିକ୍ରି କରୁଛନ୍ତି । ଦିଲ୍ଲୀରେ ୧୭ ବର୍ଷର ସ୍କୁଲ୍ ଛାତ୍ରୀଙ୍କ ଉପରେ ୩ ଯୁବକ ଏସିଡ୍ ଫିଙ୍ଗିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ମହିଳା କମିଶନ…

ଇ-କମର୍ସ କମ୍ପାନୀ ମାଲାମାଲ, ଫେଷ୍ଟିଭାଲ୍ ସେଲରେ ୨୨ ହଜାର କୋଟି କାରବାର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଅନଲାଇନ୍ କିଣାବିକାରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ପୂଜା ଫେଷ୍ଟିଭାଲ ସେଲରେ ୬ ଦିନରେ ଇ-କମର୍ସ କମ୍ପାନୀ ୨୨ ହଜାର କୋଟି ଟଙ୍କାର ଜିନିଷ ବିକ୍ରି କରିଛନ୍ତି । ୨୦୧୮ ଓ ୨୦୧୯ ଫେଷ୍ଟିଭାଲ୍ ସେଲ୍ ତୁଳନାରେ ଏବର୍ଷ ଅନଲାଇନରେ ଅଧିକ ବିକ୍ରି ହୋଇଛି…

ଫ୍ଲିପ୍‌କାର୍ଟ ପଛରେ ଲାଗିଲା ଦେଶଦ୍ରୋହ ଟ୍ୟାଗ୍‌

ନୂଆଦିଲ୍ଲୀ: କନ୍‌ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ର ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଫ୍ଲିପ୍‌କାର୍ଟ ବିରୋଧରେ ତୁରନ୍ତ ଦେଶଦ୍ରୋହ ପ୍ରକ୍ରିୟା ଆରମ୍ଭ କରିବାକୁ ସରକାରଙ୍କୁ ଦାବି କରିଛନ୍ତି। ତେବେ ଫ୍ଲିପ୍‌କାର୍ଟ ଏହାର ଅଫିସିଆଲ୍ ଟ୍ୱିଟର୍‌ ହ୍ୟାଣ୍ଡେଲ…

ଭାରତୀୟ ଛାତ୍ରଙ୍କୁ ୪୫ ଦିନିଆ ପେଡ୍ ଇଣ୍ଟର୍ନସିପ୍ ଦେବ ଫ୍ଲିପକାର୍ଟ

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ସହରର ସ୍ନାତକୋତ୍ତର (ୟୁଜି) ଛାତ୍ରମାନଙ୍କ ପାଇଁ ଏକ ପେଡ୍ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଘୋଷଣା କରିଛି। କମ୍ପାନୀ ଅନୁଯାୟୀ, ଏହି ୪୫ ଦିନିଆ ଇଣ୍ଟର୍ନସିପ୍ ର ମୂଳ ଉଦ୍ଦେଶ୍ୟ ହେଉଛି ଛାତ୍ରମାନଙ୍କୁ ଯୋଗାଣ ଶୃଙ୍ଖଳା…

ଦ୍ରୁତ ଗତିରେ ବଢୁଛି ଅନଲାଇନ୍ କାରବାର, ଛୋଟ ବ୍ୟବସାୟୀଙ୍କ ଜୀବିକା ପ୍ରତି ବିପଦ ସମ୍ଭାବନା

ନୂଆଦିଲ୍ଲୀ: କରୋନା ସମୟରେ, ଅତ୍ୟାବଶ୍ୟକ ଦ୍ରବ୍ୟ କ୍ରୟ ଅଧିକ ପରିମାଣରେ ଅନଲାଇନ୍ କାରବାର ହେବାରେ ଲାଗିଛି | ଏହା ସହିତ ଅନଲାଇନ୍ ବ୍ୟବସାୟ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି, ତେଣୁ ଏହି ସମୟରେ ଛୋଟ ଏବଂ ମଧ୍ୟମ ଦୋକାନୀମାନଙ୍କ ଉପରେ ସେମାନଙ୍କର ଜୀବିକା ଛଡ଼ାଇବାର ଆଶଙ୍କା ମଧ୍ୟ…