କରୋନାର ଭୟଙ୍କର ପ୍ରଭାବରୁ ସୁରକ୍ଷା ଦେଇପାରେ ଫ୍ଲୁ ଟିକା
ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନ ଅନୁଯାୟୀ ଫ୍ଲୁ ଟିକା କରୋନା ରୋଗୀଙ୍କୁ ଭୟଙ୍କର ପ୍ରଭାବରୁ ସୁରକ୍ଷା ଦେଇପାରେ। ଷ୍ଟ୍ରୋକ୍, ସେପସିସ୍, ରକ୍ତ ଜମାଟ ବାନ୍ଧିବା ଏବଂ ଅନ୍ୟାନ୍ୟ ଗୁରୁତର ପ୍ରଭାବକୁ ହ୍ରାସ କରିପାରେ ଏହି ଟିକା।
ଆମେରିକାର ମିଆମି ମିଲର ସ୍କୁଲ ଅଫ୍ ମେଡିସିନ୍…