ଆମେରିକାରେ ପହଂଚିଲା ଫ୍ଲୁରୋନା, ଜାଣନ୍ତୁ କ’ଣ ରହିଛି ଏହାର ଲକ୍ଷଣ ?
ଭୁବନେଶ୍ୱର: ଲସ୍ ଏଂଜେଲିସରେ ଚିହ୍ନଟ ହେଲା ପ୍ରଥମ ଫ୍ଲୁରୋନା ଭୂତାଣୁ ସଂକ୍ରମିତ । ମେକ୍ସିକୋ ବୁଲି ଯାଇଥିବା ଗୋଟିଏ ପରିବାରର ଶିଶୁ ନିକଟରେ ଏହି ଭୂତାଣୁ ଠାବ ହୋଇଥିବା ଆମେରିକୀୟ ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ କରିଛନ୍ତି ।
କେତେ ଜାଣିଛନ୍ତି ଫ୍ଲୁରୋନା ବିଷୟରେ ?
ଫ୍ଲୁ ଓ କରୋନା…