ମଶାମରା ରାକେଟ୍ ପାଇଁ ଜଳିଗଲା ଘର !
ଭୁବନେଶ୍ୱର: ଘରେ ବସି ଖାଉଥିଲେ ରାତ୍ରୀଭୋଜନ । ପାଖରେ ଉଡିଲା ମାଛି । ମାଛି ଘଉଡେଇବା ପାଇଁ ହାତରେ ଧରିଥିଲେ ମଶା ରାକେଟ୍ । ହେଲେ ମାଛି ତ ମଲାନି ବରଂ ବିସ୍ଫୋରଣରେ ଉଡିଗଲା ଘର ଛପର ।
ଏପରି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । ଫ୍ରାନ୍ସର ଜଣେ ୮୦ବର୍ଷୀୟ ବୃଦ୍ଧ ଅଜାଣତରେ ନିଜ ଘର…