ରୁଷର ବେଲୁନ ରଣନୀତି; ୟୁକ୍ରେନ ଆକାଶରେ ଉଡୁଛି ଗୁଇନ୍ଦା ବେଲୁନ
ମସ୍କୋ: ଗୁଇନ୍ଦା ବେଲୁନକୁ ନେଇ ଏବେ ରାଜନୀତି ଜୋର ଧରିଛି । ଆମେରିକା ଆକାଶରେ ଏକାଧିକ ବେଲୁନ ଉଡିବା ପରେ ଆମେରିକା-ଚୀନ ବିବାଦ ବଢିବାରେ ଲାଗିଛି । ଏପଟେ ରୁଷ ସେନା ୟୁକ୍ରେନ ଆକାଶରେ ଛାଡିଛି ଗୁଇନ୍ଦା ବେଲୁନ । ଗୁଇନ୍ଦା ବେଲୁନ ୟୁକ୍ରେନ ଆକାଶରେ ଛାଡି ଏହାର ବାୟୁ ପ୍ରତିରକ୍ଷା…