ଫୁଡ୍ ଡେଲିଭର ପାଇଁ ସିଙ୍ଗାପୁରରୁ ଆଣ୍ଟାର୍କଟିକା ପହଞ୍ଚିଲେ ମହିଳା
ନୂଆଦିଲ୍ଲୀ: ବ୍ୟସ୍ତ ବହୁଳ ଜୀବନ । ରୋଷେଇ କରିବାକୁ ସମୟର ଅଭାବ । ତା ଭିତରେ ଅନଲାଇନ୍ ଫୁଡ୍ କିଛିଟା ଆଶ୍ୱସ୍ତି ଆଣି ଦେଇଛି । ଖାଇବା ଅର୍ଡର କରିଦେଲେ ଅଧଘଣ୍ଟାକରେ ପହଞ୍ଚି ଯାଉଛି । ସାଧାରଣତଃ ଖାଇବା ଅର୍ଡର ୫-୧୦ କିଲୋମିଟର ଭିତରେ କରିଥାଉ । କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ,…