ରାଜଧାନୀରେ ଜାରି ରହିଛି ଫୁଟ୍ ପାଟ୍ରୋଲିଂ, ରାସ୍ତାରେ ବ୍ଲକିଂ ଚେକିଂକୁ କଡ଼ାକଡି
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜାରି ରହିଛି ଜୋରଦାର ନାଇଟ୍ ପାଟ୍ରୋଲିଂ। ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢାଉ। ରବିବାର ରାତିରେ ଭୁବନେଶ୍ୱରର ବିଭିନ୍ନ ବଜାର ଅଞ୍ଚଳରେ ଚେକିଂ ବ୍ଲକିଂ ହୋଇଛି। ଚାରି ଚକିଆ ଯାନ, ଦୁଇ ଚକିଆ ଯାନ, ହୋଟେଲ ଚେକିଂ, ଅପରାଧୀ ଏବଂ…