ପ୍ରଫେସନାଲ୍ ଲୁକ୍ସ ପାଇଁ ଷ୍ଟାଇଲିସ୍ ଫୁଟ୍ ୱେୟାର୍…
ଭୁବନେଶ୍ୱର: ଉଭୟ ମହିଳା ଓ ପୁରୁଷ ସବୁବେଳେ ସବୁ ସମୟରେ ଷ୍ଟାଇଲିସ୍ ଦେଖାଯିବାକୁ ଚାହିଁଥାନ୍ତି । ଖାସ୍ କରି ୱାର୍କିଙ୍ଗ ଓମ୍ୟାନ ମାନେ ଅଫିସ୍ ବାହାରିଲା ବେଳେ ନିଜ ଗେଟଅପକୁ ନେଇ କନଫ୍ୟୁଜରେ ଥାନ୍ତି, ସେ ପୋଷାକ ହେଉ ବା ଫୁଟ୍ ୱେୟାର୍ ବାଛିବା ହେଉ ।
ଜାଣନ୍ତୁ କେଉଁ ଭଳି ଫୁଟ୍ ୱେୟାର୍…