Latest Odisha News

BREAKING NEWS

ପ୍ରଫେସନାଲ୍ ଲୁକ୍ସ ପାଇଁ ଷ୍ଟାଇଲିସ୍ ଫୁଟ୍ ୱେୟାର୍…

ଭୁବନେଶ୍ୱର: ଉଭୟ ମହିଳା ଓ ପୁରୁଷ ସବୁବେଳେ ସବୁ ସମୟରେ ଷ୍ଟାଇଲିସ୍ ଦେଖାଯିବାକୁ ଚାହିଁଥାନ୍ତି । ଖାସ୍ କରି ୱାର୍କିଙ୍ଗ ଓମ୍ୟାନ ମାନେ ଅଫିସ୍ ବାହାରିଲା ବେଳେ ନିଜ ଗେଟଅପକୁ ନେଇ କନଫ୍ୟୁଜରେ ଥାନ୍ତି, ସେ ପୋଷାକ ହେଉ ବା ଫୁଟ୍ ୱେୟାର୍ ବାଛିବା ହେଉ ।

ଜାଣନ୍ତୁ କେଉଁ ଭଳି ଫୁଟ୍ ୱେୟାର୍ ଆପଣାଇ ଅଫିସରେ ମଧ୍ୟ ଆପଣ ଷ୍ଟାଇଲିସ୍ ଓ ଏଲିଗେଟ୍ ଦେଖାଯିବେ।

  • ସେହିପରିଏକ ସ୍ମାର୍ଟ ଡ୍ରେସ୍ କୁ ଆଟ୍ରାକ୍ଟିଭ୍ ବନାଇଥାଏ ଷ୍ଟାଇଲିସ୍ ଫୁଟୱେୟାର, ଖାସ୍ କରି ୱାର୍କିଙ୍ଗ ଓମ୍ୟାନ ମାନେ ଏକ ପ୍ରଫେସ୍ନାଲ୍ ଲୁକ୍ ପାଇବା ପାଇଁ ହେଲେ ନିଜ ଫୁଟ୍ୱେୟାର ପ୍ରତି ଧ୍ୟାନ ଦେବା ଜରୁରି ହୋଇଥାଏ।

  • ଫର୍ମାଲ୍ ଡ୍ରେସ୍ରେ ବ୍ଲାକ୍ ହିଲ୍, ଜୁତି ବା ସ୍ୟାଣ୍ଡେଲ୍ ବହୁତ ଭଲ ମାନିଥାଏ । କମ୍ ଉଚ୍ଚତା ଥିବା ଯୁବତୀମାନେ ଏହାକୁ ପିନ୍ଧିବା ଦ୍ୱାରା ଡେଙ୍ଗା ଦେଖାଯିବା ସହ ଏହା କନ୍ଫିଣ୍ଡେସ୍ ଲୁକ୍ ଦେଇଥାଏ ।

  • ସେହିପରି ଜୁତି, ଫ୍ଲାଟ ବା ଚଉଡା ହିଲ୍ ସାଧାରଣ ଫୁଟ୍ୱେୟାର୍ ସବୁ ଷ୍ଟାଇଲ୍ କୁ ସୁଟ୍ କରିଥାଏ ଓ ସ୍ମାର୍ଟ ଲୁକ୍ ମଧ୍ୟ ଦେଇଥାଏ ।
  • ସ୍ଲିକ୍ ଷ୍ଟାଇଲ୍ ଯୁକ୍ତ ଧୂସର ରଙ୍ଗର ଜୁତି ଗୁଡିକ ଆପଣଙ୍କ ବ୍ୟକ୍ତିତ୍ୱକୁ ଏକ ଟେଣ୍ଡ୍ରି ଲୁକ୍ ଦେଇଥାଏ, ଆପଣ ଷ୍ଟ୍ରେଟ୍ କଟ୍ ପ୍ୟାଣ୍ଟ୍ସ୍ ପିନ୍ଧନ୍ତୁ ବା ଢିଲାର ଟ୍ରାଉଜର୍ ପିନ୍ଧନ୍ତୁ, ଜୁତି ଅସୁ ଡ୍ରେସ୍ କୁ ମ୍ୟାଚିଙ୍ଗ୍ କରିଥାଏ ।

  • ବେଜସ୍ ହିଲ୍ ଫୁଟ୍ୱେୟାର୍ ସବୁ ଫର୍ମାଲ୍ ଡ୍ରେସ୍ ସହ ମାନିଥାଏ ଓ ଚଉଡା ହିଲ୍ ଥିବା ଯୋଗୁଁ ପିନ୍ଧିବାରେ ଆରାମ ଲାଗିଥାଏ ।
  • ବ୍ଲାକ୍ ରଙ୍ଗର ଫୁଟୱେୟାର୍ ସବୁବେଳେ ଫ୍ୟାଶନ୍ରେ ରହିଥାଏ । ସମସ୍ତ ୱାର୍କିଙ୍ଗ ଓମ୍ୟାନ ଏହାକୁ ରଖିବା ଜରୁରି, ଏହା ସମସ୍ତ ପୋଷାକକୁ ସୁଟ୍ କରିବା ସହିତ ଏକ ୟୁନିକ୍ ଲୁକ୍ ଦେଇଥାଏ ।
Leave A Reply

Your email address will not be published.