ରାମକୃଷ୍ଣଙ୍କ ପରଲୋକରେ ମୁଁ ଅତ୍ୟନ୍ତ ମ୍ରିୟମାଣ: ରାଜା ସ୍ୱାଇଁ
ଭୁବନେଶ୍ୱର: ରାଜ୍ୟର ଜଣେ ବର୍ଷିଆନ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି । ଆଜି ସକାଳ ୯.୩୦ ମିନିଟ୍ରେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏ ବାବଦରେ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଥିଲେ ।…