ମହାରାଷ୍ଟ୍ରରେ ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା
ମୁମ୍ବାଇ: ମହାରାଷ୍ଟ୍ରରେ ୧୮-୪୫ ବର୍ଷ ବୟସ ବର୍ଗର ଲୋକଙ୍କୁ ମାଗଣାରେ କୋଭିଡ-୧୯ ଟିକା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ନୱାବ ମଲିକ ରବିବାର କହିଛନ୍ତି। ଟିକାକରଣ ଅଭିଯାନ ଲାଗୁ କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ ବୋଲି ନୱାବ ମଲିକ କହିଛନ୍ତି।
କୋଭିଡ-୧୯ ଦ୍ୱାରା ସବୁଠାରୁ ଅଧିକ…