୫ ଲକ୍ଷ ପର୍ଯ୍ୟଟକଙ୍କୁ ମିଳିବ ମାଗଣା ଟୁରିଷ୍ଟ ଭିସା
ନୂଆଦିଲ୍ଲୀ: ୫ ଲକ୍ଷ ପର୍ଯ୍ୟଟକଙ୍କୁ ମିଳିବ ମାଗଣା ଟୁରିଷ୍ଟ ଭିସା। ଏ ନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଭିସା ପ୍ରଦାନ ପ୍ରକ୍ରିୟା ପୁନ ଆରମ୍ଭ ହେବା ପରେ ସରକାର ପ୍ରଥମ ୫ ଲକ୍ଷ ପର୍ଯ୍ୟଟକଙ୍କୁ ମାଗଣା ଭିସା ପ୍ରଦାନ କରିବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ…