କ୍ରମାଗତ ୯ ଦିନ ଧରି ଦେଶରେ ବଢୁଛି ତୈଳ ଦର, ଜାଣନ୍ତୁ କେଉଁଠି କେତେ ଦାମ୍
ନୂଆଦିଲ୍ଲୀ: ଅଏଲ୍ ମାର୍କେଟିଂ କମ୍ପାନୀ (ଓଏମସି) ବୁଧବାର ଦିନ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛନ୍ତି। ତୈଳ ମୂଲ୍ୟ କ୍ରମାଗତ ନବମ ଦିନ ବଢିବା ସହ ପେଟ୍ରୋଲ ଏବଂ ଡିଜେଲ ପ୍ରାୟ ୨୫ ପଇସା ବୃଦ୍ଧି ହୋଇଛି।
ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ଲିଟର ପିଛା ୮୯.୫୪…