Latest Odisha News

BREAKING NEWS

ଦୀର୍ଘ ୨୯ ଦିନ ପରେ ପୁଣି ବଢିଲା ତୈଳ ଦର; ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ୨୯ ଦିନର ବ୍ୟବଧାନ ପରେ ଦେଶରେ ପୁଣି ଥରେ ତୈଳ ଦର ବୃଦ୍ଧି ପାଇଛି ।

ଆଜି ପେଟ୍ରୋଲ ଦର ଲିଟର ପିଛା ୨୬ ପଇସା ଓ ଡିଜେଲ ଦର ଲିଟର ପିଛା ୨୫ ପଇସା ବୃଦ୍ଧି ହୋଇଛି ।

ବୃଦ୍ଧି ଦର ଅନୁସାରେ ଆଜି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୪ ଟଙ୍କା ୪୯ ପଇସା ଥିବାବେଳେ ଡିଜେଲ ୮୦ ଟଙ୍କା ୬୩ ପଇସା ରହିଛି ।

ଉଲ୍ଲେଖଯୋଗ୍ୟ, ୨୦୨୦ ମେ’ ମାସରେ ଦେଶରେ ଡିଜେଲ ଦର ୬୬.୬୦ ପଇସା ଥିଲା ।

Leave A Reply

Your email address will not be published.