ସିଏରା ଲିଓନରେ ତେଲ ଟ୍ୟାଙ୍କରରେ ଭୟଙ୍କର ବିସ୍ପୋରଣ, ୯୯ ମୃତ
ଫ୍ରିଟାଉନ : ପଶ୍ଚିମ ଆଫ୍ରିକା ଦେଶ ସିଏରା ଲିଓନର ଭୟଙ୍କର ବିସ୍ପୋରଣ । ସିଏରା ଲିଓନର ରାଜଧାନୀ ଫ୍ରି ଟାଉନରେ ଥିବା ୱଲିଂଟନଠାରେ ଏକ ତୈଳ ଟ୍ୟାଙ୍କର ବିସ୍ପୋରଣ ହୋଇଛି ।ଏଥିରେ ପ୍ରାୟ ୯୯ ଜଣ ଲୋକଙ୍କ ଜୀବନ ଚାଲିଯାଇଛି।ଶତାଧିକ ଲୋକ ଏହି ବିସ୍ପୋରଣରେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା…