ପୁଣି ଏକାଠି ହେବେ ଅଲ୍ଲି, ବରୁଣ ଓ ପୁଲକିତ, ଆସୁଛି ଫୁକ୍ରେ-୩
ମୁମ୍ବାଇ: ଦୁଇଦୁଇଥର ସ୍ଲିପର ହିଟ୍ ସାବ୍ୟସ୍ତ ହୋଇଥିଲା ଫିଲ୍ମ ଫୁକରେର ଦୁଇଟି ପାର୍ଟ । ୨୦୧୩ ଓ ୨୦୧୭ ପରେ ଏହାର ଥାର୍ଡ ପାର୍ଟ ରିଲିଜ ହେବାକୁ ଯାଉଛି । ପୁଣି ଦେଖିବାକୁ ମିଳିବ ଅଲ୍ଲି ଫୈଜଲ, ବରୁଣ ଶର୍ମା, ପୁଲକିତ ସମ୍ରାଟ ଓ ମନଜୋତ ସିଂଙ୍କ ତଗଡା କମିକ୍ କେମିଷ୍ଟ୍ରୀ ।
ଚଳିତବର୍ଷ…