Latest Odisha News

BREAKING NEWS

Browsing Tag

G7 Summit

ମୋଦି ବସିଥିଲେ, ଚାଲି ଚାଲି ଆସି ଆଲିଙ୍ଗନ କଲେ ବାଇଡେନ୍

ନୂଆଦିଲ୍ଲୀ: ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ବୈଠକରେ ସାମିଲ୍ ହୋଇଛନ୍ତି । ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଯୋଗ ଦେଇଛନ୍ତି । ଆଉ ବୈଠକରେ ପିଏମ୍ ମୋଦି ଓ ବାଇଡେନଙ୍କ ବନ୍ଧୁତ୍ୱ ଦେଖିବାକୁ ମିଳିଛି । ମୋଦି ବସିଥିବା ବେଳେ ବାଇଡେନ୍ ତାଙ୍କ…

ୟୁକେ G7 ସମ୍ମିଳନୀରେ ୨ ଭାରତୀୟ ପ୍ରତିନିଧୀ କୋଭିଡ୍‌ ପଜିଟିଭ

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ନେତୃତ୍ୱରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ୨ ଭାରତୀୟ ପ୍ରତିନିଧୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଟ୍ୱିଟରରେ ଏହି ଖବରକୁ ନିଶ୍ଚିତ କରି EAM କହିଛନ୍ତି ଯେ ସେ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ଏହି ସମ୍ମିଳନୀରେ…

ଫ୍ରାନ୍ସରେ ମୋଦୀ, କାଶ୍ମୀର ପ୍ରସଙ୍ଗ ଉପରେ ଟ୍ରମ୍ପଙ୍କ ସହ କରିପାରନ୍ତି ଆଲୋଚନା

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଫ୍ରାନ୍ସର ବିଏରିଜଠାରେ ପହଞ୍ଚିଛନ୍ତି । ସୁତ୍ରରୁ ପ୍ରକାଶ ଯେ, ସେଠାରେ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ । କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ…