ନେହେରୁଙ୍କୁ ଗାନ୍ଧିଜୀଙ୍କ ଶେଷ ଚିଠି; ଫଟୋ ସେୟାର କଲେ ଜୟରାମ ରମେଶ
ନୂଆଦିଲ୍ଲୀ: ଦୁଇ ଦିନ ତଳେ ନଭେମ୍ବର ୧୪ ତାରିଖରେ ସାରାଦେଶ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ତାଙ୍କର ୧୩୧ ତମ ଜନ୍ମ ବାର୍ଷିକୀରେ ମନେ ପକାଉଥିଲା । ଏହି ସମୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ସ୍ୱାଧୀନ ଭାରତର ଏହି ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ମହାତ୍ମା ଗାନ୍ଧୀ ପ୍ରଦାନ କରିଥିବା…