ଓଡ଼ିଶା ସୀମାନ୍ତରୁ ଜବତ ହେଲା ୭୦ ଲକ୍ଷରୁ ଅଧିକ ମୂଲ୍ୟର ଗଞ୍ଜେଇ
ଲମତାପୁଟ: ଓଡିଶା ସୀମା ନିକଟସ୍ଥ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ଛତିଶଗଡକୁ ପାଖାପାଖି ୭ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ବେଳେ ଜବତ କରିଛି ମାଛକୁଣ୍ଡ ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।
ସୁଚାନୁଯାୟୀ, ନମ୍ବର ପ୍ଲେଟ ନଥିବା ଏକ ଭ୍ୟାନରେ ଏହି…