Latest Odisha News

BREAKING NEWS

ଗୁଣପୁର ଖଇରଗୁଡା ଜଙ୍ଗଲରୁ ୧୧୭୦ କେଜି ଗଂଞ୍ଜେଇ ଜବତ, ଜଣେ ଗିରଫ

ଗୁଣୁପୁର: ଗୁଡାରି ଥାନା ଖଇରଗୁଡା ଜଙ୍ଗଲରୁ ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ଜଣେ ଗିରଫ । ଗିରଫ ଅଭିଯୁକ୍ତଙ୍କ ନାଁ ସମିର ମାଝି ବୋଲି ଜଣାପଡିଛି । ତାଠାରୁ ୧୧୭୦ କେଜି ଗଂଞ୍ଜେଇ ଜବତ ହୋଇଛି ।

ଏଥିସହ ଟାରା ଚାଲାଣ ପାଇଁ ବ୍ୟବହୃତ ୯ ଟି ମଟର ସାଇକଲ୍ ଓ ଡିଜିଟାଲ ୱେଇଙ୍ଗ୍ ମେସିନ୍ ସହ ବିଭିନ୍ନ ବ୍ୟାଙ୍କର ୭ ଟି ଏଟିଏମ୍ କାର୍ଡ ଜବତ କରାଯାଇଛି ।

ଏହି ଗଂଞ୍ଜେଇକୁ ପ୍ୟାକିଙ୍ଗ୍ କରି ବିକ୍ରୟ ପାଇିଁ ବିଭିନ୍ନ ରାଜ୍ୟକୁ ପଠାଯାଉଥିଲା ବୋଲି ଏସପି ସୂଚନା ଦେଇଛନ୍ତି ପୋଲିସ୍ ଏସ୍ପି ଶ୍ରବଣ ବିବେକ୍।

Leave A Reply

Your email address will not be published.