ଗୌରୀ ମହାନ୍ତି ଜାତୀୟ କରାଟେ ସଙ୍ଗଠନ ମହିଳା କମିଶନର ଅଧ୍ୟକ୍ଷା ମନୋନୀତ
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କରାଟେ ସଂଘର ସମ୍ପାଦକ ତଥା ପୂର୍ବତନ ଜାତୀୟ କରାଟେ ଚାମ୍ପିୟନ ଡ. ଗୌରୀ ମହାନ୍ତି ଜାତୀୟ କରାଟେ ସଙ୍ଗଠନ ମହିଳା କମିଶନର ଅଧ୍ୟକ୍ଷା ମନୋନୀତ ହୋଇଛନ୍ତି । ଡ. ମହାନ୍ତି ଟିମ୍ କଟାରେ ଚାମ୍ପିୟନ ହେବା ସହ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି । ଫାଇଟିଙ୍ଗରେ ଜାତୀୟ…