ବୟସ ବର୍ଗ ଅନୁଯାୟୀ କରୋନା ଲକ୍ଷଣ ମଧ୍ୟ ଭିନ୍ନ ହୋଇଥାଏ; ରିପୋର୍ଟ
ନୂଆଦିଲ୍ଲୀ: ଆଜି ଲାନ୍ସେଟ୍ ଡିଜିଟାଲ୍ ହେଲ୍ଥରେ ପ୍ରକାଶିତ ଏବଂ କିଙ୍ଗ୍ସ କଲେଜ ଲଣ୍ଡନର ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଏପ୍ରିଲ୍ ୨୦ ରୁ ୧୫ ଅକ୍ଟୋବର ୨୦୨୦ ମଧ୍ୟରେ କରୋନାର ପ୍ରାଥମିକ ଲକ୍ଷଣକୁ ନେଇ ପରୀକ୍ଷା କରାଯାଇଥିଲା।
ଅନୁସନ୍ଧାନକାରୀମାନେ କରୋନା ସଂକ୍ରମଣର ପ୍ରାରମ୍ଭିକ…