ଜର୍ମାନ ଚାନ୍ସେଲରଙ୍କ ମନ କିଣିଲା ରାସ୍ତାକଡ଼ର କୁଲ୍ଲଡ ଚା’
ବେଙ୍ଗାଲୁରୁ : ଦୁଇଦିନିଆ ଭାରତ ଗସ୍ତରେ ଅଛନ୍ତି ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ । ରବିବାର ଦିଲ୍ଲୀ ଚାଣକ୍ୟ ପୁରୀର ଏକ ଦୋକାନରୁ ଚା’ ପିଇଥିଲେ । ଯାହା ତାଙ୍କ ମନ କିଣି ନେଇଛି । ସେ କହିଛନ୍ତି ଚା’ ବିନା ଭାରତକୁ କିପରି ଅନୁଭବ କରିହେବ । ଭାରତର ପ୍ରକୃତ ସ୍ୱାଦ ହେଉଛି ଏହି ଚା’ ।…