ବାଳିକା ବଧୂ ନା ଏକ ଅଭିଶାପ
ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ
ବିଗତ କିଛି ଦିନ ହେଲା ବିଭିନ୍ନ ଖବରକାଗଜରେ ବାଲ୍ୟ ବିବାହ ଓ ବିଭିନ୍ନ ସାମାଜିକ ସୁରକ୍ଷା ସଂସ୍ଥା ଦ୍ୱାରା ତାର ପ୍ରତିରୋଧ ବା ପୁଲିସର ହସ୍ତକ୍ଷେପ ଭଳି ସଂବାଦ ପରିବେଷଣରୁ ସ୍ପଷ୍ଟ ଯେ ଏବେ ମଧ୍ୟ ଏ ସମ୍ପର୍କରେ ଜନସଚେତନତାର ଅଭାବ ରହିଛି । ଆମେ ଜଣେ…