Latest Odisha News

BREAKING NEWS

Browsing Tag

Glacier breaks in Uttarakhand

ଉତ୍ତରାଖଣ୍ଡ ଗ୍ଲାସିଅର୍‌ ବିସ୍ଫୋରଣ ଘଟଣା; ଏବେ ବି ୧୩୦ ଲୋକ ନିଖୋଜ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଫେବୃଆରୀ ୭ ରେ ହୋଇଥିବା ଗ୍ଲାସିଅର୍‌ ବିସ୍ଫୋରଣ ପରେ ୭୪ ଜଣ ପ୍ରାଣ ହରାଇଥିବା ପ୍ରାୟ ୧୩୦ ଲୋକ ଏବେ ବି ନିଖୋଜ ହୋଇ ରହିଛନ୍ତି ବୋଲି ମଙ୍ଗଳବାର ଦିନ ଉତ୍ତରାଖଣ୍ଡ ସରକାର ଲୋକସଭାକୁ ସୂଚନା ଦିଆଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ…

ଉତ୍ତରାଖଣ୍ଡ ହିମସ୍ଖଳନ ; ଆହତ ଏବଂ ମୃତକଙ୍କ ପାଇଁ ଗଭୀର ସମବେଦନା ଜଣାଇଛି ଆମେରିକା

ନୂଆଦିଲ୍ଲୀ: ଭାରତର ଉତ୍ତରାଖଣ୍ଡରେ ହିମସ୍ଖଳନ ବିସ୍ଫୋରଣ ଯୋଗୁଁ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି ଏବଂ ଏବେ ବି ଅନେକ ଲୋକ ନିଖେଜ ଅଛନ୍ତି। ଏ ନେଇ ଆମେରିକା ହିମସ୍ଖଳନ ଯୋଗୁ ପ୍ରାଣ ହରାଇଥିବା ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। “ଏହି ଚିନ୍ତାଧାରା ଆମ ଭାରତୀୟ ବନ୍ଧୁ…

ଶୀତଦିନେ ହିମସ୍ଖଳନ ହେବା ଘଟଣା ସ୍ୱାଭାବିକ ନୁହେଁ, ଜାଣନ୍ତୁ ଏହା ପଛରେ ବଡ କାରଣ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଚାମୋଲି ଜିଲ୍ଲାର ହିମସ୍ଖଳନ ପରେ ବିଶ୍ୱ କ୍ରମାଗତ ଭାବରେ ନଜର ରଖିଛି। ବୈଜ୍ଞାନିକମାନେ ମଧ୍ୟ ଏହି ଘଟଣା ପରେ ସାରା ବିଶ୍ୱରେ ଏହାର କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି। ସୂଚନା ଅନୁଯାୟୀ ଶୀତଦିନେ ଜଳବାୟୁ ପରିବର୍ତ୍ତନ ଏକ ପ୍ରମୁଖ କାରଣ ହୋଇପାରେ। ତାପମାତ୍ରା…

ଉତ୍ତରାଖଣ୍ଡ ଚାମୋଲୀ ହିମସ୍ଖଳନ: ୧୪ ମୃତଦେହ ଉଦ୍ଧାର, ୧୭୦ ନିଖୋଜ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଚୋମାଲୀ ଜିଲ୍ଲାରେ ହିମସ୍ଖଳନ ପରେ ଭୟଙ୍କର ବନ୍ୟା ଆଣିଛି ମହାବିପତ୍ତି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ନିଖୋଜ ଅଛନ୍ତି ୧୭୦ରୁ ଅଧିକ ଲୋକ । ଅଳକାନନ୍ଦା ଓ ଧୌଳିଗଙ୍ଗା ନଦୀରେ ଭୟଙ୍କର ବନ୍ୟା ଆସିବାରୁ ପାଞ୍ଚିଟି ବ୍ରିଜ୍ ଧୋଇ ଯାଇଥିବା…

ଉତ୍ତରାଖଣ୍ଡ ଚାମୋଲିରେ ହିମସ୍ଖଳନ, ହଠାତ ମାଡ଼ି ଆସିଲା ଭୟଙ୍କର ବନ୍ୟା

ଯୋଶୀମଠ (ଉତ୍ତରାଖଣ୍ଡ): ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ହିମସ୍ଖଳନ । ଯୋଶୀମଠ ଅଞ୍ଚଳରେ ହିମସ୍ଖଳନ ପରେ ବନ୍ୟା ଆସିଛି । ଭାଙ୍ଗିଛି ବନ୍ଧ ବାଡ଼ । ରଶିଗଙ୍ଗା ବିଦ୍ୟୁତ ପ୍ରୋଜେକ୍ଟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ହଠାତ୍ ହିମସ୍ଖଳନ ପରେ ଧୌଳିଗଙ୍ଗା ନଦୀର ଜଳସ୍ତର ବୃଦ୍ଧି…