ଗୋଆରେ ଆସିଲା ୪୦ ଆସନର ଟ୍ରେଣ୍ଡ, ବିଜେପି ୨୦ ଆସନରେ ଆଗୁଆ
ଭୁବନେଶ୍ବର : ଗୋଆରେ ୪୦ ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଛି । ବିଜେପି ୨୦ ଆସନରେ ଆଗୁଆ ରହିଛି । ସେପଟେ କଂଗ୍ରେସ ମଧ୍ୟ କଡା ଟକ୍କର ଦେଉଛି । ୧୩ ଆସନରେ କଂଗ୍ରେସ ଆଗୁଆ ରହିଛି । ଟିଏମସି ୪ ଆସନରେ ଆଗୁଆ ରହିଥିବା ବେଳେ ଅନ୍ୟାନ୍ୟ ଦଳ ୩ ଆସନରେ ଆଗୁଆ ରହିଛନ୍ତି ।
୨୦୧୭ରେ ଏକକ ସଂଖ୍ୟା…