Latest Odisha News
Browsing Tag

Gold Hallmarking

ପୁରୀ ରେ ହଲମାର୍କ ସୁନା ବାଧ୍ୟତାମୂଳକ

ଭୁବନେଶ୍ୱର: ସୁନା ଗହଣା ବିକ୍ରି ରେ କଳା ବଜାରୀ, ଠକେଇ ରୋକିବା ସକାଶେ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଗହଣା ର ଗୁଣବତ୍ତା ଉତ୍ତମନିଶ୍ଚିତ କରିବା ପାଇଁ ବ୍ଯୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ ‘ହଲମାର୍କ’ ବ୍ଯବସ୍ଥା ରଖିଛି। ଏବେ ଏହାକୁ ବାଧ୍ଯତାମୂଳକ କରିଛନ୍ତି କେନ୍ଦ୍ର…

ଓଡ଼ିଶାର ୮ ଜିଲ୍ଲାରେ ହଲମାର୍କ ସୁନା ବିକ୍ରି ବାଧ୍ୟତାମୂଳକ

ଭୁବନେଶ୍ୱର: ଦୋକାନୀ ବିକିବେ କେବଳ ହଲମାର୍କ ସୁନା । ଓଡ଼ିଶାରେ ୮ଟି ଜିଲ୍ଲାରେ ହଲମାର୍କ ସୁନା ବିକ୍ରିକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ଏହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, ମୟୁରଭଞ୍ଜ ଓ ସମ୍ବଲପୁର । ଏନେଇ ଟ୍ୱିଟ୍ କରି ସୂଚନା…