୨ ମାସ ପାଇଁ ବ୍ୟାନ୍ ହେଲେ ଗୌହର ଖାନ୍
ନୂଆଦିଲ୍ଲୀ: ମାର୍ଚ୍ଚ ୧୫ରେ ବିଏମ୍ସି ଲାଗୁ କରିଥିବା କୋଭିଡ-୧୯ ନିୟମକୁ ଖଣ୍ଡନ କରିବା ଅଭିଯୋଗରେ ଗୌହର ଖାନଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି। ଏହାପରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀ (FWICE) ମଧ୍ୟ ତାଙ୍କୁ ଦୁଇମାସ ପାଇଁ ବାରଣ କରିଛି।
ବିଏମସି ଦାବି…