ମିନିମମ୍ ବାଲାନ୍ସ ରଖିନଥିବା ଗ୍ରାହକଙ୍କ ଠାରୁ ବ୍ୟାଙ୍କ କାଟିଛି ୧୯୯୬ କୋଟି !
ଭୁବନେଶ୍ୱର: ୨୦୧୮-୨୦୧୯ ଆର୍ଥିକ ବର୍ଷରେ ସଞ୍ଚୟ ଖାତାରେ ମିନିମମ୍ ବାଲାନ୍ସ ରଖିନଥିବା ଗ୍ରାହକଙ୍କ ଠାରୁ ସରକାରୀ ବ୍ୟାଙ୍କ ଜୋରିମାନା ଆକାରରେ ୧୯୯୬.୪୬ କୋଟି ଟଙ୍କା ପାଇଛି |
ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ସିଂହ ଠାକୁର ସୋମବାର ଦିନ ଲୋକସଭାରେ ଏହି ତଥ୍ୟ ଦେଇଛନ୍ତି |
ସୂଚନାଯୋଗ୍ୟ…