୫ ସହରରେ ଘରୋଇ ହସ୍ପିଟାଲ ୮୦% ଆଇସିୟୁ ବେଡ୍ କୋଭିଡ ଚିକିତ୍ସା ପାଇଁ ସଂରକ୍ଷିତ ରଖିବା ବାଧ୍ୟତାମୂଳକ
ଭୁବନେଶ୍ୱର : ରାଜ୍ୟର ୫ ମହାନଗର ନିଗମରେ କୋଭିଡ ଚିକିତ୍ସା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରାଯାଇଛି । ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ରହିଥିବା ୩୦ ରୁ ଅଧିକ ବେଡ୍ ଥିବା ସମସ୍ତ ଘରୋଇ ଡାକ୍ତରଖାନାରେ…