Latest Odisha News

BREAKING NEWS

Browsing Tag

guideline

ନୂଆବର୍ଷ ପାଇଁ ପୁରୀରେ ଜାରି ହେଲା ନୂଆ ଗାଇଡଲାଇନ, ଜଗିବେ ୯ ପ୍ଲାଟୁନ ଫୋର୍ସ

ପୁରୀ : ନୂଆବର୍ଷ ପାଇଁ ପୁରୀରେ ଜାରି ହେଲା ନୂଆ ଗାଇଡଲାଇନ । ପୁରୀର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ କଡ଼ାକଡ଼ି ହେବ ପାଟ୍ରୋଲିଂ । କୋଭିଡ ଗାଇଡଲାଇନ ଅନୁସାରେ ହେବନି ଭିଡ଼ । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ଥିବା ବେଳେ, ଆସନ୍ତାକାଲି ପତିତପାବନ ଦର୍ଶନ ପାଇଁ ବ୍ୟବସ୍ଥା ହେଉଛି । ଏହାସହ…

କଟକଣାରେ ପରିବର୍ତ୍ତନ, ଡିସେମ୍ବର ୨୫ ଓ ଡିସେମ୍ବର ୩୧ରୁ ଜାନୁଆରୀ ୨ ଯାଏଁ କଟକଣା

ଭୁବନେଶ୍ବର : ବଡ଼ଦିନ ଓ ନୂଆବର୍ଷ କଟକଣାରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଖ୍ରୀଷ୍ଟମାସରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଲାଗୁ ହୋଇଥିବା ବେଳେ ଏଥିରେ ପୁଣି ଥରେ ପରିବର୍ତ୍ତନ କରାଯାଇଛି । ନୂଆ ଗାଇଡ଼ଲାଇନରେ ଅନୁସାରେ, ଡିକେବଳ ଖ୍ରୀଷ୍ଟମାସ ଓ ଜାନୁଆରୀ ୨ ପର୍ଯ୍ୟନ୍ତ…

ନଭେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ନଭେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍ । ଆଗକୁ ଦୀପାବଳି ଥିବାରୁ ଆସିଛି ନୂଆ ଗାଇଡଲାଇନ୍‌ । ତେବେ ଦୀପାବଳି ଥିବାରୁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ସହରାଞ୍ଚଳରେ ନାଇଟକର୍ଫ୍ୟୁ ବଳବତ୍ତର ରହିବ । କୋଭିଡ କଟକଣାରେ ପାଳନ ହେବ ଦୀପାବଳିରେ ପାର୍ବଣ। ଏହି କଟକଣା…