Latest Odisha News
Browsing Tag

Gujarat: Dengue

ଚଳିତ ବର୍ଷ ୧୧୦% ବୃଦ୍ଧି ପାଇଛି ଡେଙ୍ଗୁ, ମ୍ୟାଲେରିଆ

ନୂଆଦିଲ୍ଲୀ: କୋଭିଡ-୧୯ ମୁକାବିଲା ସହିତ ଗୁଜୁରାଟର କିଛି ଅଂଶରେ ବର୍ତ୍ତମାନ ଡେଙ୍ଗୁ, ଚିକୁନ୍‌ଗୁନିଆ ଏବଂ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହେଉଥିବା ମାମଲା ସାମ୍‌ନାକୁ ଆସିଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ଜାନୁଆରୀ ୨୦ ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ରାଜ୍ୟରେ ଡେଙ୍ଗୁ, ଚିକୁନ୍‌ଗୁନିଆ ଏବଂ…