କାଠଗଡ଼ାରେ ଈଶ୍ୱର
ପୀର ବାବାଙ୍କ ଦରଘା ପାଖରେ ଥିବା ଆମ୍ବଗଛ ତଳେ ନୁରା ଚୁପଚାପ୍ ଠିଆ ହୋଇଥିଲା । ମାଷ୍ଟ୍ରେ ଦେଇଥିବା ଘର ପାଠପଢ଼ାକୁ ଶେଷ କରିବାରେ ସେବ୍ୟସ୍ତ ଥିଲା । ତା’ ଭଉଣୀ ରହମତେ ପାଖ ଶିଖ୍ ସହିତ ପଡି଼ଆରୁ ଘାସ କାଟୁଥିଲା । ସେ ପଡ଼ିଆଟି ପୀରଙ୍କ କବରଖାନାକୁ ଲାଗି ଥିଲା ।
ଆମ କ୍ଷେତ ପାଖରେ ଯେଉଁ…