କବିତା : ପୁନେଇଁ ନିଆଁ
ଜ୍ଞାନ ରଞ୍ଜନ କର
ତୁମେ ହେଇଥାଅ ବାର ମାସେ ବାର ପୁନେଇଁ ରାତିର ପୂର୍ଣ୍ଣ ଜହ୍ନ,
ହେଲେ ମୋତେ ତୁମେ ଜାଣିନ,
ମୁଁ ଅଗିରା ପୁନେଇଁର ଜ୍ୱଳନ୍ତ ନିଆଁ ।
ମୁଁ ଅଗିରା ପୁନେଇଁର ଜ୍ୱଳନ୍ତ ନିଆଁ...
ତୁମକୁ ଆକାଶରେ ଆଜି କେହି ଦେଖିବେନି,
କାରଣ ମୁଁ ମାଟିରେ ଜଳିଲେ ତୁମ ଆକାଶ ଝାଉଁଳି ପଡେ,…