କାୟା ମେଲାଇଲାଣି H3N2 ଇନ୍ଫ୍ଲୁଏଞ୍ଜା ସଂକ୍ରମଣ, ସତର୍କ ରହିବାକୁ ପରାମର୍ଶ ଦେଲେ ରଣଦୀପ ଗୁଲେରିଆ
ନୂଆଦିଲ୍ଲୀ : ପୁଣି ଫେରିଲା ମାସ୍କ । ଦେଶରେ କାୟା ମେଲାଇଲାଣି H3N2 ଇନ୍ଫ୍ଲୁଏଞ୍ଜା ସଂକ୍ରମଣ । ୫ରୁ ୭ଦିନ ଯାଏ ଲାଗିରହୁଛି ଜ୍ୱର, ଥଣ୍ଡା ଓ କାଶ ।ଏହି ଫ୍ଲୁ ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଫ୍ଲୁ ଟୀକା ଡ୍ରାଇଭ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି । H3N2…