ପୋଷ୍ଟ କୋଭିଡ୍ ରୋଗୀଙ୍କଠାରେ ଦେଖାଦେଇଛି ଆଉ ଏକ ନୂଆ ସମସ୍ୟା; ଜାଣନ୍ତୁ କ’ଣ କହନ୍ତି ଡାକ୍ତର
ନୂଆଦିଲ୍ଲୀ: କରୋନା ପରେ ଏବେ କେଶ ଝଡିବା ଭଳି ନୂଆ ସମସ୍ୟା ଦେଖାଦେଇଛି। ପୋଷ୍ଟ କୋଭିଡ୍ ରୋଗୀଙ୍କଠାରେ କେଶ ଝଡିବା ଭଳି ଏକ ନୂଆ ସମସ୍ୟା ଦେଖିବାକୁ ମିଳିଛି ବୋଲି ଡାକ୍ତରମାନେ ମତ ରଖିଛନ୍ତି।ମୁଖ୍ୟତଃ ଚାପ, ପୁଷ୍ଟିକର ଅଭାବ ଏବଂ ସଂକ୍ରାମକ ରୋଗ ଦ୍ବାରା ପ୍ରଦାହଜନକ ପ୍ରତିକ୍ରିୟା ହେତୁ…