ଦ୍ୱିତୀୟ ପର୍ଯ୍ୟାୟ ପ୍ରବେଶ ପାଇଁ ୧୫୦୦୦ ତୀର୍ଥଯାତ୍ରୀଙ୍କୁ ମିଳିଲା ଅନୁମତି; ହଜ୍ ଯାତ୍ରା
ନୂଆଦିଲ୍ଲୀ: ସାତ ମାସ ପରେ ସାଉଦି ଆରବ ଇସଲାମ୍ ଧର୍ମର ସବୁଠାରୁ ପବିତ୍ର ସ୍ଥାନ ମକ୍କାକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ଏହା ବ୍ୟତୀତ ହଜ୍ ତୀର୍ଥଯାତ୍ରୀଙ୍କ ସଂଖ୍ୟା ୧୫୦୦୦କୁ ବୃଦ୍ଧି କରାଯାଇଛି। ମହାମାରୀ କରୋନା ଯୋଗୁ ବର୍ଷସାରା ଚାଲୁଥିବା ହଜ୍ ଯାତ୍ରାକୁ ବନ୍ଦ ରଖାଯାଇଥିଲା।…