Latest Odisha News
Browsing Tag

hanging deadbody of two sister found from mayurbhanj

ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ଘର ଭିତରୁ ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ସାନ କୁମୁରୁମ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ମୃତକ ହେଲେ ସାନ କୁମରୁମ ଗ୍ରାମର ମନିଶା ଆଲଦାଙ୍କ ପିଉସୀ ଝିଅ ଓ ଝାଡଖଣ୍ଡ ଲାଗଳା ଗ୍ରାମର ସୁନିତା ବାଦ୍ରା । କିଛି ଦିନରୁ ଏମାନେ…