ସମ୍ବଲପୁର: ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଯବାନ ଗିରଫ
ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଧନୁପାଲି ଅଞ୍ଚଳରେ ଜଣେ ନାବାଳିକାକୁ ଦୁର୍ବ୍ୟବହାର ତଥା ହଇରାଣ ହରକତ କରିବା ଅଭିଯୋଗରେ ଓଡିଶା ସ୍ପେଶାଲ ଆର୍ମଡ୍ ଫୋର୍ସ (ଓଏସଏପି)ର ଯବାନ ଗିରଫ ହୋଇଛନ୍ତି ।
ଅଭିଯୁକ୍ତ ଯବାନଙ୍କ ନାମ ସୁରେଶ ବିଭାର (୩୦) ଏବଂ ସେ ଗଡଲୋଇସିଂହ ଗ୍ରାମର ବାସିନ୍ଦା ବୋଲି…