[ଭିଡ଼ିଓ] ହଣ୍ଟେଡ୍ ଷ୍ଟେସନ, ସନ୍ଧ୍ୟା ହେଲେ ଜନ ଶୂନ୍ୟ
ପୁରୁଲିଆ: ଆମ ଚାରିପଟେ ଅନେକ ରହସ୍ୟମୟ ଘଟଣା ମାନ ଘଟୁଛି । କିଛି ଆମ ଜାଣତରେ ଆଉ କିଛି ଆମ ଅଜାଣତରେ ଘଟି ଚାଲିଛି । ମଣିଷର ଉପସ୍ଥିତି ସାଙ୍ଗକୁ କିଛି ଅଦୃଶ୍ୟ ଶକ୍ତିର ଉପସ୍ଥିତି ବି କିଛିକାଂଶରେ ଅସ୍ତିତ୍ୱ ଜାହିର କରେ।
ତେବେ ମଣିଷ ମାନଙ୍କ ବ୍ୟତୀତ କିଛି ଭୂତ ପ୍ରେତ ନାଁରେ ମଧ୍ୟ ଭୟ…