ସରକାରୀ ନିୟମକୁ ଫୁ, କରୋନାରେ ଚାଲିଥିଲା ସ୍କୁଲ୍ !
ଉତ୍ତରପ୍ରଦେଶ: ଚାରିଆଡେ କରୋନା କହର । ସରକାରୀ ନିୟମ ଥିଲା ବନ୍ଦ ରହିବ ସ୍କୁଲ । ହେଲେ ଅନ୍ଲାଇନ୍ରେ ଚାଲିବ କ୍ଲାସ୍ । ତେବେ ସରକାରୀ ନିୟମକୁ ନ ମାନି, କରୋନା କଟକଣାକୁ ଅଣଦେଖା କରି ଚାଲିଥିଲା ସ୍କୁଲ । ଶେଷରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ମିଳିଲା ନିଲମ୍ବନ ଆଦେଶ ।
ସୋସିଆଲ ମିଡିଆରେ…